Islam in Odia

Shakeel Ahmed

ଶକୀଲ ଅହମଦ

By Shakeel Ahmed

ALAUKIKA QUR’AN

(ARABIC-ODIA EDITION)

TRANSLATION OF THE HOLY QUR’AN

(ODIA EDITION)

About the

Author

Shakeel Ahmed is a Researcher of Islam & Comparative Religion. He worked as a Private Secretary in the Department of Post and retired from Government Service in Oct 2019. He has been writing books in Odia language to help people understand the teachings of Islam in its right perspective and is striving for peace and harmony among the people of different communities. He has founded IQRA RESEARCH ACADEMY

ଇସଲାମ ଏକ ଅମାନବୀୟ ଧର୍ମ ବୋଲି ଚାରିଆଡେ ଚର୍ଚ୍ଚା I ମୁସଲିମ ଓ ଅଣମୁସଲିମ ଜନସମାଜରେ ଇସଲାମ ବିଷୟରେ ନାନା ପ୍ରକାରର ଭୁଲ ଧାରଣା ବଦ୍ଧମୂଳ ହୋଇ ରହିଛି I ବିଭିନ୍ନ ଧର୍ମ ବିଷୟରେ କାଣିବା ପାଇଁ ଆମ ରାଜ୍ୟର ଭାଷାରେ ଯଥେଷ୍ଟ ପୁସ୍ତକ ଉପଲବ୍ଧ କିନ୍ତୁ ଇସଲାମ ବିଷୟରେ ଜାଣିବା ପାଇଁ ଓଡ଼ିଆ ଭାଷାରେ ଉପଯୁକ୍ତ ପୁସ୍ତକର ଘୋର ଅଭାବ I ଏହି କାରଣରୁ ଅଧିକାଂଶ ଲୋକ ଇସଲାମର ପ୍ରକୃତ ସ୍ୱରୂପ ଜାଣିପାରନ୍ତି ନାହିଁ I ଇସଲାମର ପ୍ରକୃତ ଶିକ୍ଷା ବିଷୟରେ ପାଠକମାନଙ୍କୁ ଅବଗତ କରାଇବା ଏବଂ ସମାଜରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ମୋ ପୁସ୍ତକଗୁଡିକର ଉଦ୍ଦେଶ୍ୟ I ଦିବ୍ୟଗ୍ରନ୍ଥମାନଙ୍କ ଶିକ୍ଷାରେ ନୀତିଗତ ମତଭେଦ ରହିବା ସମ୍ଭବ ନୁହେଁI କେତେକ ପୁସ୍ତକରେ ମୁଁ ବିଶ୍ୱର ମହାନ ଗ୍ରନ୍ଥ ବେଦ, ଉପନିଷଦ, ବାଇବେଲ, କୁରାନ ଏବଂ ଗୀତାର ବାଣୀ ଉଦ୍ଧାର କରିଛି, ଯାହା ବିଭିନ୍ନ ଗ୍ରନ୍ଥମାନଙ୍କରେ ଥିବା ସାମଞ୍ଜସ୍ୟଗୁଡିକୁ ବୁଝିବାରେ ସାହାଯ୍ୟ କରିବ ଏବଂ ଆମ ଭାଇଚାରାକୁ ମଜଭୁତ କରିବ ବୋଲି ମୋର ବିଶ୍ୱାସ I

Videos

Other Books

An Introduction to Islam (Odia)

Concept of God in the Vedas and the Quran (Hindi)

Concept of God in the Vedas and the Quran (Odia)

FOR BOOKS KINDLY CONTACT

Published Books

Best Sellers

Happy Readers

Our Visitors

014674
Users Today : 0

My Writing Blog

My Articles